ହାଇଦ୍ରାବାଦରେ ଅପଦସ୍ତ ହେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ଯୁବକ। ଏହି ବ୍ୟକ୍ତିଜଣକ ମୁଖ୍ୟମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରୁଥିବାବେଳେ ଉପସ୍ଥିତ କର୍ମୀମାନେ ତୁରନ୍ତ ସେହି ଯୁବକଙ୍କୁ ମଞ୍ଚ ଉପରୁ ତଳକୁ ନେଇଯାଇଥିଲେ। ତେବେ ଏହି ବ୍ୟକ୍ତିଜଣକ ହଠାତ ମୁଖ୍ୟମନ୍ତ୍ରୀଙ୍କ ମାଇକ ଛଡାଇନେଇଥିବାବେଳେ ଏହି ଦୃଶ୍ୟ ଦେଖି ମଞ୍ଚରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ … Continue reading ହାଇଦ୍ରାବାଦରେ ଅପଦସ୍ତ ହେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା